ଅଲକ୍ଷ୍ମୀ Alakshmī

  • ସଂ. ବି. ସ୍ତ୍ରୀ. (ନାମ) (ଅ=ବିରୁଦ୍ଧ+ଲକ୍ଷ୍ମୀ) — ଲକ୍ଷ୍ମୀଙ୍କ ବଡ଼ଭଉଣୀ — Name of the elder sister of Lakshmī
  • ସଂ. ବି. ସ୍ତ୍ରୀ. (ନାମ) (ଅ=ବିରୁଦ୍ଧ+ଲକ୍ଷ୍ମୀ) — ଭାଗ୍ୟବିରୋଧିନୀ ଦେବତା — The Goddess of ill luck
  • ସଂ. ବି. ସ୍ତ୍ରୀ. (ନାମ) (ଅ=ବିରୁଦ୍ଧ+ଲକ୍ଷ୍ମୀ) — ଦୁର୍ଭାଗ୍ୟ; ଦୁର୍ଦ୍ଦଶା — Ill luck; calamity; misery
  • ଦେ. ବି. ପୁଂ. — ଲକ୍ଷ୍ମୀହୀନ ପୁରୁଷ; ହତଭାଗ୍ୟ ବ୍ୟକ୍ତି — Unfortunate person