ଅଲକ୍ଡିଡି Alakḍiḍi
- ପ୍ରାଦେ. (ସମ୍ବଲପୁର) ଅ — (ଶିଶୁରଞ୍ଜନ ଭାଷା) ଯେ ବିନା ଆଶ୍ରାରେ ଚାଲିପାରେ—( 9।10 ମାସର ଶିଶୁକୁ ଚାଲିବାକୁ ଉତ୍ତେଜିତ କଲାବେଳେ ସ୍ତ୍ରୀମାନେ ଏହି କଥା କହନ୍ତି) — (ଶିଶୁରଞ୍ଜନ ଭାଷା) ଯେ ବିନା ଆଶ୍ରାରେ ଚାଲିପାରେ—(90ମାସର ଶିଶୁକୁ ଚାଲିବାକୁ ଉତ୍ତେଜିତ କଲାବେଳେ ସ୍ତ୍ରୀମାନେ ଏହି କଥା କହନ୍ତି)—. A phrase used by women while teaching infants to walk
- ପ୍ରାଦେ. (ସମ୍ବଲପୁର) ଅ — ଅଲକ୍ଡିଡି ପପା (ପିଠା) ଖାଏ, ପରିମରତଲ୍ ଚିଚି (ଗୁହ) ଖାଏ—ଶିଶୁଗୀତ।