ଅଲକ୍ଷ Alaksha

  • ଦେ. ବିଣ. (ସଂ. ଅଲକ୍ଷ୍ୟ) — ଅଲକ୍ଷିତ; ଅଜ୍ଞାତ — Unmarked; unknown
  • ଦେ. ବିଣ. (ସଂ. ଅଲକ୍ଷ୍ୟ) — ଅସମକକ୍ଷ — Unequal
  • ଦେ. ବିଣ. (ସଂ. ଅଲକ୍ଷ୍ୟ) — ଅତୁଳନୀୟ — Incomparable