ଅମୂଲ୍ୟ Amūlya

  • ସଂ. ବିଣ. (ବହୁବ୍ରୀହି; ଅ+ମୂଲ୍ୟ) — ଯାହାର ଉପଯୁକ୍ତ ମୂଲ୍ୟ ନିରୂପିତ ହୋଇ ନ ପାରେ; ଅମୂଲ — Priceless; invaluable
  • ସଂ. ବିଣ. (ବହୁବ୍ରୀହି; ଅ+ମୂଲ୍ୟ) — ବହୁ ମୂଲ୍ୟବାନ୍ — Very valuable
  • ସଂ. ବିଣ. (ବହୁବ୍ରୀହି; ଅ+ମୂଲ୍ୟ) — [ଦ୍ର—'ଅମୂଲ୍ୟ' ଓ 'ନିର୍ମୂଳ' ଶବ୍ଦର ବ୍ୟୁତ୍ପତ୍ତି ଏକପ୍ରକାରର ହେଲେହେଁ 'ଅମୂଲ୍ୟ'ର ଅର୍ଥ ଯେଉଁ ବସ୍ତୁର ମୂଲ୍ୟ ଏତେ ବେଶି ଯେ ତାକୁ କେହି ମୂଲାଇପାରେ ନାହିଁ; 'ନିର୍ମୂଲ୍ୟ'ର ଅର୍ଥ—ଯେଉଁ ବସ୍ତୁର କଡ଼ାଏ ସୁଦ୍ଧା ମୂଲ୍ୟ ନ ଥିବାରୁ ତାକୁ କେହି ମୁଲାଇବ ନାହିଁ। ବସ୍ତୁତଃ ଏ ଦୁଇ ଶବ୍ଦର ମର୍ମ ବିପରୀତ ଅଟେ।]