ଅମୂର୍ତ୍ତ Amūrtta
- ସଂ. ବିଣ. (ବହୁବ୍ରୀହି; ଅ+ମୂର୍ତ୍ତ) — ନିରାକାର; ଆକାରହୀନ — Shapeless
- ସଂ. ବିଣ. (ବହୁବ୍ରୀହି; ଅ+ମୂର୍ତ୍ତ) — ଅଶରୀର — Incorporeal
- ସଂ. ବି. — (ନ୍ୟାୟ ଦର୍ଶନ)—(ଏମାନଙ୍କର ଆକାର ନ ଥିବାରୁ) କାଳ; ଆକାଶ; ଆତ୍ମା; ଦିକ୍ — (Nyāya philosophy) Time; sky; soul; points of the compass
- ସଂ. ବି. — (ବେଦାନ୍ତ ଦର୍ଶନ)—ବାୟୁ; ଆକାଶ — (Bedānta philosophy)— Air; ether
- ସଂ. ବି. — ଶିବ; ମହାଦେବ — God Siba
- ସଂ. ବି. — ପରମେଶ୍ୱର — God