ଅମୂଳ Amūḻa
- ସଂ. ବିଣ. (ବହୁବ୍ରୀହି; ଅ+ମୂଳ) — ନିର୍ମୂଳ; ଯେଉଁ ଗଛର ମୂଳ ନାହିଁ — Rootless
- ସଂ. ବିଣ. (ବହୁବ୍ରୀହି; ଅ+ମୂଳ) — ଯାହାର ମୂଳଦେଶ ବା ବଇଠି ନାହିଁ — Baseless
- ସଂ. ବିଣ. (ବହୁବ୍ରୀହି; ଅ+ମୂଳ) — ଭିତ୍ତିହୀନ; ଅମୂଳକ — Unfounded; having no basis
- ସଂ. ବିଣ. (ବହୁବ୍ରୀହି; ଅ+ମୂଳ) — ଅକାରଣ — Groundless
- ସଂ. ବିଣ. (ବହୁବ୍ରୀହି; ଅ+ମୂଳ) — ଅସତ୍ୟ; ମିଥ୍ୟା — False; untrue
- ସଂ. ବିଣ. (ବହୁବ୍ରୀହି; ଅ+ମୂଳ) — ଅବାସ୍ତବ; କାଳ୍ପନିକ — Imaginary; fanciful; not real or actual
- ସଂ. ବିଣ. (ବହୁବ୍ରୀହି; ଅ+ମୂଳ) — କଳ୍ପିତ — Fancied
- ସଂ. ବିଣ. (ବହୁବ୍ରୀହି; ଅ+ମୂଳ) — ଅପ୍ରାମାଣିକ — Without authority; not resting on authority (M.W.)
- ସଂ. ବି. (ସାଂଖ୍ୟ ଦର୍ଶନ) — ପ୍ରକୃତି (ହିନ୍ଦି. ଶବ୍ଦସାଗର) — (Sāṁkhya philosophy) Nature