ଅମୂଲମୂଲ କରିବା Amulamula karibā
- ଦେ. କ୍ରି — ବହୁମୂଲ୍ୟ ବସ୍ତୁକୁ ଅଳ୍ପ ମୂଲ୍ୟର ବୋଲି କହିବା — To undervalue a thing
- ଦେ. କ୍ରି — କୌଣସି ବସ୍ତୁ ପାଇଁ ଉଚିତ୍ ମୂଲ୍ୟ ଅପେକ୍ଷା ଅତ୍ୟଧିକ ମୂଲ୍ୟ ହାଙ୍କିବା — To charge a very exorbitant price for a thing; to charge much more than the proper price