ଅମୂଲ୍ୟ ଧନ Amūlya dhana

  • ସଂ. ବି. (କର୍ମଧା; ଅମୂଲ୍ୟ+ଧନ) — ଅତି ମୂଲ୍ୟବାନ ଧନ — Very valuable property
  • ସଂ. ବି. (କର୍ମଧା; ଅମୂଲ୍ୟ+ଧନ) — (ଲକ୍ଷଣାର୍ଥ) ମନୁଷ୍ୟର ପ୍ରିୟତମ ବସ୍ତୁ ବା ବ୍ୟକ୍ତି — (Figurative One's dearest person or thing.)