ଅମୂର୍ତ୍ତି Amūrtti
- ସଂ. ବିଣ. (ବହୁବ୍ରୀହି; ଅ+ମୂର୍ତ୍ତି) — ଅମୂର୍ତ୍ତ (ଦେଖ) — Amūrtta (See)
- ସଂ. ବି. (ନଞ ତତ୍) — ଆକାରର ଅଭାବ — Absence of shape or form
- ସଂ. ବି. (ନଞ ତତ୍) — ମୂର୍ତ୍ତିହୀନତା; ଆକାରହୀନତା — Shapelessness
- ସଂ. ବି. (ନଞ ତତ୍) — ମହାଭାରତୋକ୍ତ ବିଷ୍ଣୁଙ୍କର ନାମ — A name of Bishṇu
- ସଂ. ବି. (ନଞ ତତ୍) — (ବହୁବଚନ)—ପିତୃଲୋକବିଶେଷ — Name of a class of manes (M.W.)