ଅମୁହାଁ Amuhāñ
- ଦେ. ବିଣ.—(ସଂ. ଅ+ମୁଖ) — ଯେଉଁ ଦେଉଳ, ଗଳି, ଘର ଆଦିର ପ୍ରବେଶଦ୍ୱାର ନାହିଁ — (temple or room) Having no inlet or entrance
- ଦେ. ବିଣ.—(ସଂ. ଅ+ମୁଖ) — ଦ୍ୱାରହୀନ (ଗୃହ) — Doorless (house)
- ଦେ. ବିଣ.—(ସଂ. ଅ+ମୁଖ) — ଯେଉଁ ଗଳିରେ ପଶିବା ବାଟର ବିପରୀତ ଦିଗରେ ବାହାରି ଯିବାକୁ ବାଟ ନାହିଁ — Blind (alley); having no outlet
- ଦେ. ବିଣ.—(ସଂ. ଅ+ମୁଖ) — (ସଂ. ଅ+ମଥିତ)—ଯେଉଁ ଦଧି ମଥିତ ହୋଇ ନାହିଁ — Unchurned (curd)
- ଦେ. ବିଣ.—(ସଂ. ଅ+ମୁଖ) — ଯେଉଁ ଚୁଲିରେ ଜାଳ କାଠ ମୁହାଁ ହୋଇ ନ ଥାଏ — (grate) Into which fuel has not been pushed
- ଦେ. ବିଣ.—(ସଂ. ଅ+ମୁଖ) — ଯେଉଁ ଗୋରୁ ମୁହାଁ ହୋଇ ନ ଥାଏ ଅର୍ଥାତ୍, ଯାହାକୁ କୁଣ୍ଡା ପାଣି, ତୋଡାଣି, କୁଳୁଚି ଆଦି ପିଇବାକୁ ଦିଆ ହୋଇ ନ ଥାଏ — (cattle) Which has not yet been given drink or liquid food