ଅଭିମନ୍ଥ Abhimantha

  • ସଂ. ବି. (ଅଭି+ମନ୍ଥ ଧାତୁ+କର୍ତ୍ତୃ. ଅ) — ଚକ୍ଷୁରୋଗବିଶେଷ; ଆଖିଧରା ରୋଗ — Opthalmia; a disease of the eye