ଅଭିମର Abhimara
- ସଂ. ବି. (ଅଭି+ମୃ ଧାତୁ=ମରିବା+ଅଧିକରଣ. ଅ— ଯହିଁରେ ବହୁଲୋକ ମରନ୍ତି) — ଯୁଦ୍ଧ — Battle
- ସଂ. ବି. (ଅଭି+ମୃ ଧାତୁ=ମରିବା+ଅଧିକରଣ. ଅ— ଯହିଁରେ ବହୁଲୋକ ମରନ୍ତି) — ବଧ; ମରଣବ୍ୟାପାର — Slaughter
- ସଂ. ବି. (ଅଭି+ମୃ ଧାତୁ=ମରିବା+ଅଧିକରଣ. ଅ— ଯହିଁରେ ବହୁଲୋକ ମରନ୍ତି) — ବନ୍ଧନ — Binding in fetters; confinement
- ସଂ. ବି. (ଅଭି+ମୃ ଧାତୁ=ମରିବା+ଅଧିକରଣ. ଅ— ଯହିଁରେ ବହୁଲୋକ ମରନ୍ତି) — ମୃତ୍ୟୁକୁ ଭ୍ରୁକ୍ଷେପ ନ କରି ଯୁଦ୍ଧରେ ଉତ୍ସାହ — Courage to fight without fear of death
- ସଂ. ବି. (ଅଭି+ମୃ ଧାତୁ=ମରିବା+ଅଧିକରଣ. ଅ— ଯହିଁରେ ବହୁଲୋକ ମରନ୍ତି) — ପ୍ରତାରଣା — Cheating; deception
- ସଂ. ବି. (ଅଭି+ମୃ ଧାତୁ=ମରିବା+ଅଧିକରଣ. ଅ— ଯହିଁରେ ବହୁଲୋକ ମରନ୍ତି) — ସ୍ୱସୈନ୍ୟଙ୍କଠାରୁ ଭୟ — Fear of one's own army
- ସଂ. ବି. (ଅଭି+ମୃ ଧାତୁ=ମରିବା+ଅଧିକରଣ. ଅ— ଯହିଁରେ ବହୁଲୋକ ମରନ୍ତି) — ଅଣବିଶ୍ୱାସ; ବିଶ୍ୱାସଘାତକତା — Treachery
- ସଂ. ବି. (ଅଭି+ମୃ ଧାତୁ=ମରିବା+ଅଧିକରଣ. ଅ— ଯହିଁରେ ବହୁଲୋକ ମରନ୍ତି) — ସିପାହିବିଦ୍ରୋହ — Mutiny