ଅଭିମର୍ଦ୍ଦ Abhimardda
- ସଂ. ବି. (ଅଭି+ମୃଦ ଧାତୁ+ଭାବ. ଅ) — ଯୁଦ୍ଧ — Fight; battle
- ସଂ. ବି. (ଅଭି+ମୃଦ ଧାତୁ+ଭାବ. ଅ) — ମର୍ଦ୍ଦନ — Pounding; rubbing
- ସଂ. ବି. (ଅଭି+ମୃଦ ଧାତୁ+ଭାବ. ଅ) — ଚୂରିବା — Pulverising
- ସଂ. ବି. (ଅଭି+ମୃଦ ଧାତୁ+ଭାବ. ଅ) — ଦଳନ; ନାଶକରଣ — Crushing
- ସଂ. ବି. (ଅଭି+ମୃଦ ଧାତୁ+ଭାବ. ଅ) — ନିଷ୍ପୀଡ଼ନ; ଉତ୍ପୀଡ଼ନ — Devastation; oppression
- ସଂ. ବି. (ଅଭି+ମୃଦ ଧାତୁ+ଭାବ. ଅ) — ଫଳ ଚିପୁଡ଼ି ପ୍ରସ୍ତୁତ କରାଯିବା ମଦ — Wine pressed from fruits
- ସଂ. ବି. (ଅଭି+ମୃଦ ଧାତୁ+ଭାବ. ଅ) — ଚିପୁଡ଼ିବା — Pressing
- ସଂ. ବି. (ଅଭି+ମୃଦ ଧାତୁ+ଭାବ. ଅ) — ବାଟିବା — Bruising
- ସଂ. ବି. (ଅଭି+ମୃଦ ଧାତୁ+ଭାବ. ଅ) — ସଂଘର୍ଷଣ — Fricition
- ସଂ. ବି. (ଅଭି+ମୃଦ ଧାତୁ+ଭାବ. ଅ) — ଶତୃଦ୍ୱାରା ଦେଶର ଛାରଖାର ଅବସ୍ଥା ଘଟିବା — Devastation of a country by an enemy (M.W.)