ଅଭିମନ୍ୟୁ ସାମନ୍ତସିଂହାର Abhimanyu Sāmantasiṁhāra;

  • ଦେ. ବି. (ନାମ) — ଉତ୍କଳର ଜଣେ ପ୍ରସିଦ୍ଧ କବି — Name of a celebrated Oṟḍ̠iā poet
  • ଦେ. ବି. (ନାମ) — [ଦ୍ର—ଜନ୍ମ 1757 ,ମୃତ୍ୟୁ 1806 ;ଏ କଟକ ଜିଲ୍ଲାର ବାଲିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏହାଙ୍କ ରଚିତ କାବ୍ୟ ମଧ୍ୟରେ 'ବିଦଗ୍ଧଚିନ୍ତାମଣି' ପ୍ରସିଦ୍ଧ; ଏହା ଛଡ଼ା ଏ ପ୍ରୀତିଚିନ୍ତାମଣି, ସୁଲକ୍ଷଣା, ରସବତୀ, ପ୍ରେମକଳା, ପ୍ରେମତରଙ୍ଗିଣୀ କାବ୍ୟମାନ ରଚନା କରିଥିଲେ। ସେ ଜାତିରେ କ୍ଷତ୍ରିୟ ଥିଲେ। ତାଙ୍କ ପିତାଙ୍କ ନାମ ଇନ୍ଦ୍ରଜିତ ସାମନ୍ତସିଂହାର। ଏ ଜଣେ ନିଷ୍ଠାପର ବୈଷ୍ଣବ ଥିଲେ।] — [ଦ୍ର—ଜନ୍ମ1757,ମୃତ୍ୟୁ1806;ଏ କଟକ ଜିଲ୍ଲାର ବାଲିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏହାଙ୍କ ରଚିତ କାବ୍ୟ ମଧ୍ୟରେ 'ବିଦଗ୍ଧଚିନ୍ତାମଣି' ପ୍ରସିଦ୍ଧ; ଏହା ଛଡ଼ା ଏ ପ୍ରୀତିଚିନ୍ତାମଣି, ସୁଲକ୍ଷଣା, ରସବତୀ, ପ୍ରେମକଳା, ପ୍ରେମତରଙ୍ଗିଣୀ କାବ୍ୟମାନ ରଚନା କରିଥିଲେ ସେ ଜାତିରେ କ୍ଷତ୍ରିୟ ଥିଲେ ତାଙ୍କ ପିତାଙ୍କ ନାମ ଇନ୍ଦ୍ରଜିତ ସାମନ୍ତସିଂହାର ଏ ଜଣେ ନିଷ୍ଠାପର ବୈଷ୍ଣବ ଥିଲେ]