ଅଭିମତାନୁସାରୀ Abhimatānusārī

  • ସଂ. ବିଣ. ( 6 ଷ୍ଠୀ ତତ୍; ଅଭିମତ+ଅନୁସାରିନ୍+ 1 ମା. 1 ବ) — ଇଚ୍ଛାନୁସାରେ କାର୍ଯ୍ୟକାରୀ — Following the wish of another