ଅଭିମନ୍ତା Abhimantā

  • ସଂ. ବି. ପୁଂ. (ଅଭି+ମନ ଧାତୁ+କର୍ତ୍ତୃ ତୃ; 1 ମା 1 ବ) — ମନ୍ତ୍ରଣାଦାତା — Counsellor
  • ସଂ. ବି. ପୁଂ. (ଅଭି+ମନ ଧାତୁ+କର୍ତ୍ତୃ ତୃ; 1 ମା 1 ବ) — ଉପଦେଷ୍ଟା — Adviser