ଅବୟେ Abaye

  • ଗ୍ରା. ବିଣ. (ସଂ. ଅବ୍ୟୟ) — ଅବ୍ୟୟ (ଦେଖ) — Abyaya (See)
  • ଗ୍ରା. ବିଣ. (ସଂ. ଅବ୍ୟୟ) — ଆତ୍ମାଧ୍ୟାନରେ ଚିତ୍ତ ଦେଲେ, ଅବୟେ ମୁକତିକି ଗଲେ। ପ୍ରାଚୀ—ନିର୍ଗୁଣମାହାତ୍ମ୍ୟ।