ଅବରଜ Abaraja

  • ସଂ. ବିଣ. ପୁଂ. (ଅବର=ପରବର୍ତ୍ତୀ+ଜନ ଧାତୁ+କର୍ତ୍ତୃ. ଅ) — ଯେ ପରେ ଜନ୍ମିଅଛି; କନିଷ୍ଠ; ଅନୁଜ; ପଶ୍ଚାଜ୍ମାତ — Younger; born later
  • ସଂ. ବିଣ. ପୁଂ. (ଅବର=ପରବର୍ତ୍ତୀ+ଜନ ଧାତୁ+କର୍ତ୍ତୃ. ଅ) — ନିକୃଷ୍ଟ — Inferior
  • ସଂ. ବିଣ. ପୁଂ. (ଅବର=ପରବର୍ତ୍ତୀ+ଜନ ଧାତୁ+କର୍ତ୍ତୃ. ଅ) — ହୀନକୁଳଜାତ — Low-born
  • ସଂ. ବି. ପୁଂ — କନିଷ୍ଠ ଭାଇ — Younger brother
  • ସଂ. ବି. ପୁଂ — ଶୂଦ୍ର — A Ṣūdra