ଅବର Abara

  • ସଂ. ବିଣ. (ଅ=ନୁହେ+ବର=ଶ୍ରେଷ୍ଠ) — ଅଶ୍ରେଷ୍ଠ; ନିକୃଷ୍ଟ; ଅପକୃଷ୍ଟ; ଅଧମ — Inferior
  • ସଂ. ବିଣ. (ଅ=ନୁହେ+ବର=ଶ୍ରେଷ୍ଠ) — ପଶ୍ଚାଜ୍ଜାତ; କନିଷ୍ଠ — Younger; born after
  • ସଂ. ବିଣ. (ଅ=ନୁହେ+ବର=ଶ୍ରେଷ୍ଠ) — ନିମ୍ନତର — Lower
  • ସଂ. ବିଣ. (ଅ=ନୁହେ+ବର=ଶ୍ରେଷ୍ଠ) — ପଶ୍ଚାଦ୍ବର୍ତ୍ତୀ; ପଛଆଡ଼ର — Posterior; hind
  • ସଂ. ବିଣ. (ଅ=ନୁହେ+ବର=ଶ୍ରେଷ୍ଠ) — ପରବର୍ତ୍ତୀ; ଚରମ — Later
  • ସଂ. ବିଣ. (ଅ=ନୁହେ+ବର=ଶ୍ରେଷ୍ଠ) — ଅପର — Another
  • ସଂ. ବିଣ. (ଅ=ନୁହେ+ବର=ଶ୍ରେଷ୍ଠ) — ପର ଅବର ଜ୍ଞାନ ଜାଣେ, ସକଳ ଶାସ୍ତ୍ର ପରିମାଣେ। ଜଗନ୍ନାଥ. ଭାଗବତ।
  • ସଂ. ବିଣ. (ଅ=ନୁହେ+ବର=ଶ୍ରେଷ୍ଠ) — ହୀନକୁଳଜାତ — Baseborn; lowborn
  • ସଂ. ବି — ଶୂଦ୍ର — A Ṡūdra
  • ସଂ. ବି — ହସ୍ତୀଜଙ୍ଘାର ପଛଭାଗ — The hind part of the thigh of an elephant