ଅବୟବୀ Abyabī

  • ସଂ. ବିଣ. ପୁଂ. (ଅବୟବ+ଅସ୍ତ୍ୟର୍ଥେ. ଇନ 1 ମା. 1 ବ.) — ଅଙ୍ଗଯୁକ୍ତ; ଯାହାର ଅଙ୍ଗ ଅଛି — Having limbs
  • ସଂ. ବିଣ. ପୁଂ. (ଅବୟବ+ଅସ୍ତ୍ୟର୍ଥେ. ଇନ 1 ମା. 1 ବ.) — ଶରୀର ବା ଆକାରଧାରୀ — Corporeal
  • ସଂ. ବିଣ. ପୁଂ. (ଅବୟବ+ଅସ୍ତ୍ୟର୍ଥେ. ଇନ 1 ମା. 1 ବ.) — ଅଂଶବିଶିଷ୍ଟ — Having parts
  • ସଂ. ବିଣ. ପୁଂ. (ଅବୟବ+ଅସ୍ତ୍ୟର୍ଥେ. ଇନ 1 ମା. 1 ବ.) — ଉପକରଣବିଶିଷ୍ଟ — Consisting of component parts
  • ସଂ. ବିଣ. ପୁଂ. (ଅବୟବ+ଅସ୍ତ୍ୟର୍ଥେ. ଇନ 1 ମା. 1 ବ.) — (ନ୍ୟାୟ) ପ୍ରତିଜ୍ଞାଦି ପଞ୍ଚାଙ୍ଗବିଶିଷ୍ଟ — (Logic) Syllogistic
  • ସଂ. ବି — ଅଙ୍ଗଧାରୀ ଶରୀର — Corporeal body
  • ସଂ. ବି — ଯୁକ୍ତି ମୀମାଂସାସମ୍ବଳିତ ପ୍ରତିଜ୍ଞା — (Logic) Syllogism