ଅବୟବ Abayaba

  • ସଂ. ବି. (ଅବ+ଯୁ ଧାତୁ=ଯୁକ୍ତ ହେବା+କର୍ତ୍ତୃ. ଅ; ଯାହା ଅଙ୍ଗୀ ବା ଦେହୀର ସଙ୍ଗେ ଯୁକ୍ତ ହୁଏ।) — ଶରୀରର ଅଙ୍ଗ ପ୍ରତ୍ୟଙ୍ଗ — Limbs; members of the body
  • ସଂ. ବି. (ଅବ+ଯୁ ଧାତୁ=ଯୁକ୍ତ ହେବା+କର୍ତ୍ତୃ. ଅ; ଯାହା ଅଙ୍ଗୀ ବା ଦେହୀର ସଙ୍ଗେ ଯୁକ୍ତ ହୁଏ।) — ଉପାଦାନ; ଉପକରଣ — Material; component part; constituent
  • ସଂ. ବି. (ଅବ+ଯୁ ଧାତୁ=ଯୁକ୍ତ ହେବା+କର୍ତ୍ତୃ. ଅ; ଯାହା ଅଙ୍ଗୀ ବା ଦେହୀର ସଙ୍ଗେ ଯୁକ୍ତ ହୁଏ।) — ଅଂଶ — Part; portion
  • ସଂ. ବି. (ଅବ+ଯୁ ଧାତୁ=ଯୁକ୍ତ ହେବା+କର୍ତ୍ତୃ. ଅ; ଯାହା ଅଙ୍ଗୀ ବା ଦେହୀର ସଙ୍ଗେ ଯୁକ୍ତ ହୁଏ।) — ଆକାର; ରୂପ; ଆକୃତି — Form
  • ସଂ. ବି. (ଅବ+ଯୁ ଧାତୁ=ଯୁକ୍ତ ହେବା+କର୍ତ୍ତୃ. ଅ; ଯାହା ଅଙ୍ଗୀ ବା ଦେହୀର ସଙ୍ଗେ ଯୁକ୍ତ ହୁଏ।) — ଚେହେରା — Appearance
  • ସଂ. ବି. (ଅବ+ଯୁ ଧାତୁ=ଯୁକ୍ତ ହେବା+କର୍ତ୍ତୃ. ଅ; ଯାହା ଅଙ୍ଗୀ ବା ଦେହୀର ସଙ୍ଗେ ଯୁକ୍ତ ହୁଏ।) — (ନ୍ୟାୟ) ତର୍କ ବା ଯୁକ୍ତିର ଭିନ୍ନ ଭିନ୍ନ ଅଂଶ; ପ୍ରତିଜ୍ଞାଦି ପଞ୍ଚକ — (Logic) The component parts of a syllogism or logical proposition