ଅବମୋଚନ Abamochana

  • ସଂ. ବି. (ଅବ+ମୁଚ ଧାତୁ=ମୁକ୍ତ କରିବା+ଭାବ. ଅନ) — ମୁକ୍ତ କରାଇବା; ମୁକ୍ତିଦାନ — Releasing
  • ସଂ. ବି. (ଅବ+ମୁଚ ଧାତୁ=ମୁକ୍ତ କରିବା+ଭାବ. ଅନ) — ଖଲାସି — Release
  • ସଂ. ବି. (ଅବ+ମୁଚ ଧାତୁ=ମୁକ୍ତ କରିବା+ଭାବ. ଅନ) — ପରିତ୍ୟାଗ — Abandonment