ଅବମାନିତ Abamānita

  • ସଂ. ବିଣ. ପୁଂ (ଅବ+ମାନ ଧାତୁ+କର୍ମ. ତ) — ଅପମାନିତ; ଲାଞ୍ଛିତ — Insulted; disgraced
  • ସଂ. ବିଣ. ପୁଂ (ଅବ+ମାନ ଧାତୁ+କର୍ମ. ତ) — ଅବଜ୍ଞାତ; ଅନାଦୃତ — Slighted; neglected