ଅବମର୍ଶନ Abamarṡana

  • ସଂ. ବି (ଅବ+ମୃଶ ଧାତୁ+ଭାବ. ଅନ) — ଅବମର୍ଶ (ଦେଖ) — Abamarṡa (See)
  • ସଂ. ବି (ଅବ+ମୃଶ ଧାତୁ+ଭାବ. ଅନ) — ବିଲୁପ୍ତି; ବିଲୋପ — Disappearance; extinction
  • ସଂ. ବି (ଅବ+ମୃଶ ଧାତୁ+ଭାବ. ଅନ) — ବିସ୍ମୃତି — Forgetfulness; oblivion
  • ସଂ. ବି (ଅବ+ମୃଶ ଧାତୁ+ଭାବ. ଅନ) — (ନାଟକ) ସନ୍ଧିର ଅଂଶବିଶେଷ — (drama) Part of a drama