ଅବମାନ Abamāna
- ସଂ. ବି (ଅବ=ବିପରୀତ+ମାନ ଧାତୁ=ପୂଜା କରିବା+ ଭାବ. ଅ) — ଅପମାନ — Insult; disgrace
- ସଂ. ବି (ଅବ=ବିପରୀତ+ମାନ ଧାତୁ=ପୂଜା କରିବା+ ଭାବ. ଅ) — ଅନାଦର; ଅବଜ୍ଞା; ହତାଦର — Disregard; slight; neglect
- ସଂ. ବି (ଅବ=ବିପରୀତ+ମାନ ଧାତୁ=ପୂଜା କରିବା+ ଭାବ. ଅ) — ଘୃଣା — Contempt