ଅବୟବାର୍ଥ Abayabārtha

  • ସଂ. ବି. (ମଧ୍ୟପଦଲୋପୀ; ଅବୟବର ବୋଧ୍ୟ ଅର୍ଥ) — ଶବ୍ଦର ପ୍ରକୃତି ପ୍ରତ୍ୟୟରୁ ସମ୍ଭୂତ ଅର୍ଥ — Etymological meaning of a word