ଅବରଣ Abaraṇa
- ଦେ. ବି. (ସଂ. ଅ+ବରଣ) — ନିମନ୍ତ୍ରଣର ଅଭାବ; ଅନିମନ୍ତ୍ରଣ — Absence of invitation
- ଦେ. ବି. (ସଂ. ଅ+ବରଣ) — ପିତା ଭର୍ତ୍ତା ଗୁରୁ ସଦନେ। ଯୋଗାଇ ଯିବା ଅବରଣେ। ଜଗନ୍ନାଥ, ଭାଗବତ, 4 ର୍ଥ। — ପିତା ଭର୍ତ୍ତା ଗୁରୁ ସଦନେ ଯୋଗାଇ ଯିବା ଅବରଣେ ଜଗନ୍ନାଥ, ଭାଗବତ,4ର୍ଥ
- ଦେ. ବିଣ — ଅବରଣିଆଁ (ଦେଖ) — Abaraṇiāñ (See)