ଅବରତି Abarati

  • ସଂ. ବି. (ଅବ+ରମ୍ ଧାତୁ+ଭାବ. ତି) — ବିରତି; ନିବୃତ୍ତି — Cessation; stoppage
  • ସଂ. ବି. (ଅବ+ରମ୍ ଧାତୁ+ଭାବ. ତି) — ବିଶ୍ରାମ — Rest
  • ସଂ. ବି. (ଅବ+ରମ୍ ଧାତୁ+ଭାବ. ତି) — ତ୍ୟାଗ — Forsaking; abandonment