ଅବରିତଦ୍ୱାର Abāritadwāra
- ସଂ. ବି. (କର୍ମଧା; ଅବାରିତ+ଦ୍ୱାର) — ମୁକ୍ତଦ୍ୱାର; ମେଲାଦୁଆର — Open door;
- ସଂ. ବିଣ. (ବହୁବ୍ରୀହି) — ଯେଉଁ ଘରର ଦ୍ୱାର ବନ୍ଦ ନ ଥାଏ — (a house) Having the doors open
- ସଂ. ବିଣ. (ବହୁବ୍ରୀହି) — ଯେଉଁ ସ୍ଥାନକୁ ସର୍ବସାଧାରଣଙ୍କର ଅବାଧ ଗତି ଅଛି — Freely accessible to the public; free of admission