ଅବ୍ୟଙ୍ଗ Abyaṅga
- ସଂ. ବିଣ (ଅ+ବ୍ୟଙ୍ଗ) — ଯାହା ଅବିକଳାଙ୍ଗ (ଅଙ୍ଗହୀନ) ବା ଖଣ୍ଡିଆ ନୁହେ) — Not mutilated or defective
- ସଂ. ବିଣ (ଅ+ବ୍ୟଙ୍ଗ) — ପୂର୍ଣ୍ଣାଙ୍ଗ — Perfect
- ସଂ. ବିଣ (ଅ+ବ୍ୟଙ୍ଗ) — ସୁନିର୍ମିତ — Well-made
- ସଂ. ବିଣ (ଅ+ବ୍ୟଙ୍ଗ) — ଅନବଦ୍ୟ — Faultless
- ସଂ. ବିଣ (ଅ+ବ୍ୟଙ୍ଗ) — ବ୍ୟକ୍ତ (ଅର୍ଥ); ଯାହା ଲକ୍ଷଣାଯୁକ୍ତ ନୁହେଁ — Plain (meaning); not figurative
- ସଂ. ବି — ମଗ ପୁରୋହିତଙ୍କ ମେଖଳା — The girdle of the Maga priests (M.W.)