ଅବ୍ୟକ୍ତସାମ୍ୟ Abyaktasāmya

  • ସଂ. ବି. (ବୀଜଗଣିତପରିଭାଷା; କର୍ମଧା. ଅବକ୍ତ+ସାମ୍ୟ) — ଅବ୍ୟକ୍ତ ରାଶିମାନଙ୍କର ସମୀକରଣ — (Algebra) Equation of unknown quantities