ଅବ୍ୟଙ୍ଗା Abyaṅgā

  • ସଂ. ବିଣ. ସ୍ତ୍ରୀ (ଅବ୍ୟଙ୍ଗ+ଆ) — ଅବ୍ୟଙ୍ଗର ସ୍ତ୍ରୀଲିଙ୍ଗ — Feminine of Abyaṅga
  • ସଂ. ବି. ସ୍ତ୍ରୀ — ଅବ୍ୟଣ୍ଡା; ବାଇଢଙ୍କ — Cowhage (plant) Carpopogon pruriens