ଅବ୍ୟକ୍ତାନୁକରଣ Abyaktānukaraṇa

  • ସଂ. ବି. ( 6 ଷ୍ଠୀ ତତ୍; ଅବ୍ୟକ୍ତ+ଅନୁକରଣ) — ଅବ୍ୟକ୍ତ ଧ୍ୱନି (ଯଥା—ପଶୁପକ୍ଷୀ ଆଦିଙ୍କ ରବ)ର ଅନୁକରଣ — The imitating of inarticulated sound (M.W.)