ଅବ୍ୟକ୍ତଶିରସ୍କ Abyaktaṡiraska

  • ସଂ. ବିଣ.—(ବିଜ୍ଞାନପରିଭାଷା; ବହୁବ୍ରୀହି; ଅବ୍ୟକ୍ତ+ଶିରସ୍ +କ) — ଯେଉଁ ଜୀବମାନଙ୍କର ମୁଣ୍ଡ ସ୍ପଷ୍ଟରୂପେ ବାରି ହୁଏ ନାହିଁ (ଯଥା ଶାମୁକା) — (science) Acephala