ଅବ୍ୟଥ Abyatha

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ବ୍ଯଥା) — ବ୍ଯଥାରହିତ — Painless
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ବ୍ଯଥା) — ବ୍ୟଥିତ ହେଉ ନ ଥିବା — Untroubled
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ବ୍ଯଥା) — ଯାହା ବ୍ଯଥା ଦିଏ ନାହିଁ — Not inflicting pain
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ବ୍ଯଥା) — ନିର୍ଭର; ନିଡର — Intrepid
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ବ୍ଯଥା) — ପରପୀଡ଼ାବିମୁଖ; ସକରୁଣ; ସଦୟ — Kind; merciful; not oppressive
  • ସଂ. ବି — ସର୍ପ — Serpent