ଅବ୍ୟଗତ Abyagata

  • ଗ୍ରା. ଓ ପ୍ରାଚୀନ ପଦ୍ୟ. ବିଣ (ସଂ. ଅବ୍ୟକ୍ତ) — ଅବ୍ୟକ୍ତ (ଦେଖ) — Abyakta (See)
  • ଗ୍ରା. ଓ ପ୍ରାଚୀନ ପଦ୍ୟ. ବିଣ (ସଂ. ଅବ୍ୟକ୍ତ) — ଅରୂପ ଅବ୍ୟଗତ ରୂପ ନାହିଁ, ଅରୂପାନନ୍ଦ ଅଚ୍ୟୁତ ଗୋସାଇଁ— ପ୍ରାଚୀ—ପରଚେଗୀତା।