ଅପାସ୍ତ Apāsta

  • ସଂ. ବିଣ. (ଅପ+ଅସ ଧାତୁ=କ୍ଷେପଣ କରିବା+କର୍ମ. ତ) — ପରାଜିତ; ନିରସ୍ତ — Vanquished
  • ସଂ. ବିଣ. (ଅପ+ଅସ ଧାତୁ=କ୍ଷେପଣ କରିବା+କର୍ମ. ତ) — ଅବଜ୍ଞାତ — Slighted
  • ସଂ. ବିଣ. (ଅପ+ଅସ ଧାତୁ=କ୍ଷେପଣ କରିବା+କର୍ମ. ତ) — ମୃତ — Dead
  • ସଂ. ବିଣ. (ଅପ+ଅସ ଧାତୁ=କ୍ଷେପଣ କରିବା+କର୍ମ. ତ) — ହତ — Killed