ଅପାସରଣ Apāsaraṇa

  • ସଂ. ବି. (ଅପ+ଆ+ସୃ ଧାତୁ=ଗତି କରିବା+ଭାବ. ଅନ) — ପ୍ରସ୍ଥାନ — Departure
  • ସଂ. ବି. (ଅପ+ଆ+ସୃ ଧାତୁ=ଗତି କରିବା+ଭାବ. ଅନ) — ସ୍ଥାନାନ୍ତରକୁ ଗମନ — Going to another place