ଅପାଳନ Apāḻana
- ସଂ. ବି. (ନ+ପାଳନ) — ପାଳନର ଅଭାବ — Want of breeding
- ସଂ. ବି. (ନ+ପାଳନ) — ଆଦେଶର ଲଙ୍ଘନ — Disobedience or non-carrying out of orders
- ସଂ. ବି. (ନ+ପାଳନ) — ବ୍ରତାଦିର ନିୟମ ରକ୍ଷା ନ କରିବା — Breach of religious vows
- ସଂ. ବି. (ନ+ପାଳନ) — ସତ୍ୟଭଙ୍ଗ — Breach of promise