ଅପାଶ୍ରୟ Apāṡraya

  • ସଂ. ବି. (ଅପ୍+ଆଶ୍ରୟ) — ଚନ୍ଦ୍ରାତପ; ଚାନ୍ଦୁଆ — Canopy; awning
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅପଗତ ହୋଇ ଅଛି ଆଶ୍ରୟ ଯାହାର) — ନିରାଶ୍ରୟ — Helpless
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅପଗତ ହୋଇ ଅଛି ଆଶ୍ରୟ ଯାହାର) — ଅଧୀନ; ଆଶ୍ରିତ — Dependent; subservient