ଅପାସନ Apāsana

  • ସଂ. ବି. (ଅପ+ଆସ ଧାତୁ=କ୍ଷେପଣ କରିବା+ଭାବ. ଅନ) — ମରଣ; ମୃତ୍ୟୁ — Death
  • ସଂ. ବି. (ଅପ+ଆସ ଧାତୁ=କ୍ଷେପଣ କରିବା+ଭାବ. ଅନ) — ମାରଣ; ବଧ — Murder; Killing
  • ସଂ. ବି. (ଅପ+ଆସ ଧାତୁ=କ୍ଷେପଣ କରିବା+ଭାବ. ଅନ) — ଅପକ୍ଷେପଣ; ଦୂରକୁ ଫିଙ୍ଗିବା — Throwing
  • ସଂ. ବି. (ଅପ+ଆସ ଧାତୁ=କ୍ଷେପଣ କରିବା+ଭାବ. ଅନ) — ଦୂରୀକରଣ — Removal
  • ସଂ. ବି. (ଅପ+ଆସ ଧାତୁ=କ୍ଷେପଣ କରିବା+ଭାବ. ଅନ) — ପରାଜିତକରଣ — Vanquishing
  • ସଂ. ବି. (ଅପ+ଆସ ଧାତୁ=କ୍ଷେପଣ କରିବା+ଭାବ. ଅନ) — ଅବଜ୍ଞା — Disrespect