ଅପାସଙ୍ଗ Apāsaṅga

  • ସଂ. ବି. (ଅପ+ଅ+ସଙ୍ଗ) — ତୂଣୀର; ଶରମୁଣା — Quiver
  • ସଂ. ବି. (ଅପ+ଅ+ସଙ୍ଗ) — ବିଷଲିପ୍ତ ଶର — Poisoned arrow
  • ଦେ. ବିଣ — ଯେଉଁ ତରାଜୁର ଦୁଇ ପଲା ମଧ୍ୟରେ କିଛି ବୈଷମ୍ୟ ନାହିଁ; ଯେଉଁ ଓଜନ କରିବା ଯନ୍ତ୍ରରେ ପାସଙ୍ଗ ନାହିଁ — A Weighing scale which is free from any difference between the two scale-pans