ଅପିଆ Apiā
- ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅପୀତ) — ଯେ ଜଳ ପାନ କରି ନାହିଁ — One who has not drunk water
- ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅପୀତ) — [ଦ୍ର—ଏହା ଅଖିଆ ଶବ୍ଦ ସଙ୍ଗେ ସହଚରରୂପେ ବ୍ୟବହୃତ ହୁଏ।]
- ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅପୀତ) — ଯାହା ପାନ କରାଯାଇ ନାହିଁ — Undrinkable
- ପ୍ରାଦେ. (ସମ୍ବଲପୁର) ବିଣ. (ସଂ. ଅପେଯ) — ଅପେୟ; ଯାହା ପିଇ ହୁଏ ନାହିଁ — Undrinkable
- ଦେ. ବି. ପୁଂ. (ଅନାଦରାର୍ଥକ) — ଅପର୍ତ୍ତି ନାମକ ବ୍ୟକ୍ତିର ଅନାଦରାର୍ଥକ ଡାକ ନାମ — A name for calling Aparti