ଅପିଧାନ Apidhāna

  • ସଂ. ବି. (ଅପି+ଧା ଧାତୁ+ଅନ) — (+ଭାବ. ଅନ) ତିରୋଧନ
  • ସଂ. ବି. (ଅପି+ଧା ଧାତୁ+ଅନ) — (+କରଣ. ଅନ) ସରପୋଷ୍ — Lid
  • ସଂ. ବି. (ଅପି+ଧା ଧାତୁ+ଅନ) — ଆଚ୍ଛାଦନ; ଘୋଡ଼ଣୀ; ଆବରଣ — Covering
  • ସଂ. ବି. (ଅପି+ଧା ଧାତୁ+ଅନ) — [ଦ୍ର—ଏହି 'ଅପି' ଉପସର୍ଗ ଯୁକ୍ତ ପଦର 'ଅପି' ସ୍ଥାନରେ ବିକଳ୍ପରେ 'ପି' ହୁଏ, ଅର୍ଥାତ୍ ଅପିର ଅ ଲୋପ ହୁଏ; ଅପିଧାନର ବିକଳ୍ପରୂପ 'ପିଧାନ'।]