ଅନୁଦୟ Anudaya
- ସଂ. ବି. (ନଞ ତତ୍; ନ+ଉଦୟ) — ଅନୁତ୍ଥାନ — Non-rising
- ସଂ. ବି. (ନଞ ତତ୍; ନ+ଉଦୟ) — ସୂର୍ଯ୍ୟୋଦୟ ପ୍ରାକ୍କାଳ — Time just before sun-rise
- ସଂ. ବିଣ. (ବହୁବ୍ରୀହି) — ଅଣଉଦିଆ; ସୂର୍ଯ୍ୟୋଦୟର ପୂର୍ବ କାଳୀନ — Previous to sun-rise
- ସଂ. ବିଣ. (ବହୁବ୍ରୀହି) — ଅନୁତ୍ଥାନ (ଦେଖ) — Anutthāna (See)