ଅନୁଦିନ Anudina

  • ସଂ. କ୍ରି. ବିଣ. [ଅନୁ (ବୀପ୍ସାର୍ଥ)=ପ୍ରତି+ଦିନ; ଦିନଦିନ] — ପ୍ରତିଦିନ; ପ୍ରତ୍ୟହ — Daily; every day
  • ସଂ. କ୍ରି. ବିଣ. [ଅନୁ (ବୀପ୍ସାର୍ଥ)=ପ୍ରତି+ଦିନ; ଦିନଦିନ] — ନୟନୁ ତାଙ୍କର ନୀର ବହେ ଅନୁଦିନ—ନନ୍ଦକିଶୋର, ସାତାବନବାସ।