ଅନୁଦ୍ଦିଷ୍ଟ Anuddishṭa

  • ସଂ. ବିଣ. ପୁଂ. (ନ+ଉଦ୍ଦିଷ୍ଟ; ଯାହାର ଉଦ୍ଦେଶ୍ୟ ବା ରହିବାର ସ୍ଥାନ ବା ଗତିବିଧି କେହି ଦେଖୁନାହି) — ଯାହାର ସମ୍ବାଦ ବା ଗତିବିଧି ବହୁକାଳ ହେଲା ମିଳି ନାହିଁ; ନିରୁଦ୍ଦେଶ୍ୟ — Whole movements or whereabout are not known; not heard of for a long time