ଅନୁଦ୍ବିଗ୍ନ Anudbighna

  • ସଂ. ବିଣ. ପୁଂ. (ନ+ଉଦ୍ବିଗ୍ନ; ଚିନ୍ତିତ ନ ହେବା) — ଉତ୍କଣ୍ଠା ରହିତ — Free from anxiety; easy in mind
  • ସଂ. ବିଣ. ପୁଂ. (ନ+ଉଦ୍ବିଗ୍ନ; ଚିନ୍ତିତ ନ ହେବା) — ଅକ୍ଷୋଭିତ — Free from consternation