ଅନୁଦର Anudara

  • ସଂ. ବିଣ. ପୁଂ. (ବହୁବ୍ରୀହି—ଯାହାର ଉଦର ନାହିଁ ବୋଲି କହିଲେ ଚଳେ; ଅର୍ଥାତ୍ ଯାହାର ଉଦର ଅତି ଛୋଟ ଥିବାରୁ କଟି ସରୁଆ ଦେଖାଯାଏ) — କ୍ଷୀଣମଧ୍ୟ; କ୍ଷୀଣକଟି — Thin waisted; lank loined
  • ସଂ. ବିଣ. ପୁଂ. (ବହୁବ୍ରୀହି—ଯାହାର ଉଦର ନାହିଁ ବୋଲି କହିଲେ ଚଳେ; ଅର୍ଥାତ୍ ଯାହାର ଉଦର ଅତି ଛୋଟ ଥିବାରୁ କଟି ସରୁଆ ଦେଖାଯାଏ) — କୃଶ — Emaciated; lank-loined
  • ସଂ. ବିଣ. ପୁଂ. (ବହୁବ୍ରୀହି—ଯାହାର ଉଦର ନାହିଁ ବୋଲି କହିଲେ ଚଳେ; ଅର୍ଥାତ୍ ଯାହାର ଉଦର ଅତି ଛୋଟ ଥିବାରୁ କଟି ସରୁଆ ଦେଖାଯାଏ) — ଦୁର୍ବଳ — Weak