ଅନୁତ୍ପତ୍ତି Anutpatti
- ସଂ. ବି. (ନଞ ତତ୍; ନ+ ଉତ୍ପତ୍ତି) — ଉତ୍ପତ୍ତି ବା ଆର୍ବିଭାବର ଅଭାବ — Non-production
- ସଂ. ବିଣ. (ବହୁବ୍ରୀହି) — ଯାହାର ଉତ୍ପତ୍ତି ବା ଜନ୍ମ ହୋଇ ନାହିଁ — Unborn; unproduced
- ସଂ. ବିଣ. (ବହୁବ୍ରୀହି) — ଯାହାର ଜନ୍ମ ବା ଆରମ୍ଭ ଅନିର୍ଦ୍ଦେଶ୍ୟ — Of untraceable birth or origin